ଶବ୍ଦାର୍ଥ:
କକ୍ଖଟପତ୍ରକ — ଉଚ୍ଚାରଣ: kakkhaṭapatraka
ସଂ. ବି. (କକ୍ଖଟ=ଦୃଢ଼+ପତ୍ର+କ; ୟାହାର ପତ୍ର ଦୃଢ଼) —
ନଳିତା ବା ଝୋଟ ଗୁଳ୍ମ (ପ୍ରକୃତିବାଦ) — The hemp plant.