ଶବ୍ଦାର୍ଥ:
କକେଇ — ଉଚ୍ଚାରଣ: Kakei
ଖୁଡ଼ୀ, କାକୀ—ସ୍ତ୍ରୀ
কাকা पित्ताया; चाचा
ଦେ. ବି. ପୁଂ.—(ତୁଳ. ସଂ. ତାତ; ଉର୍ଦୁ; ଚାଚା; ମ— କାକା;) —
କକା—ଖୁଲ୍ଲତାତ; ଖୁଡୁତା — Father's younger brother.
ପ୍ରାଦେ. (ସମ୍ବଲପୁର—ଲରିଆ) —
ପାନିଆଁ — Comb.