ଶବ୍ଦାର୍ଥ:
କକୁଦ୍ମୀ — ଉଚ୍ଚାରଣ: Kakudmī
ସଂ. ବି. ପୁଂ (କକୁଦ+ଅଛି ଅର୍ଥରେ ମିନ୍; ୧: ମା; ୧: ବ) —
୧: ବୃଷଭ; ଷଣ୍ଢ —୧. Bull.
୨: ପର୍ବତ —୨. Mountain.
୩: ପ୍ରାଚୀନରାଜବିଶେଷ (ରେବତୀଙ୍କ ପିତା) — ୩. A king of ancient India.