କକୁଦ୍
କକୁଦ୍ —
ଉଚ୍ଚାରଣ: Kakud
ସଂ. ବି (କ=ସୁଖ+କୁ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ଦ୍) —
୧: ବୃଷଭର ଚୂଳ — ୧. The hump on the shoulder of the Indian bull.
୨: ପର୍ବତ ଶୃଙ୍ଗ; ପାହାଡ଼ର ଚୂଳ — ୨. Summit or peak of a mountain.
୩: ଛତ୍ର—ଚାମରାଦି ରାଜଚିହ୍ନ — ୩. Insignia of royalty.
ସଂ. ବିଣ —
ଶ୍ରେଷ୍ଠ; ପ୍ରଧାନ — Chief; principal.