କକୁଆ
କକୁଆ —
ଉଚ୍ଚାରଣ: Kakuā
ଦେ. ବି. —
୧: କୋକେଇ; ଶ୍ମସାନକୁ ମୁର୍ଦ୍ଦାର ନିଆୟିବା ପାଇଁ ନିଶୁଣୀ ପରି ବନ୍ଧା ହୋଇଥିବା ଛଅ ଖଣ୍ଡି ବାଉଁଶ — ୧. Indian coffin; a ladder-like framework for carrying a corpse tothe cremation ground.
୨: କକ (ଦେଖ) ୨. Kaka (See)
୩: ହଠାତ୍ ଉପସ୍ଥିତ କଳ୍ପିତ ଭୟ — ୩. Suddenly appearing frightful object; scare.
ପ୍ରାଦେ. (ବସ୍ତର) ବି. (ସଂ. କଙ୍କରିକା) —
ପାନିଆଁ — Comb.