ଶବ୍ଦାର୍ଥ:
କକର୍ଶ ହେବା — ଉଚ୍ଚାରଣ: Kakarṡa hebā
ଦେ. କ୍ରି —
(ଦେହ) ଜ୍ବର ଆକ୍ରମଣ ପୂର୍ବରୁ ମୋଡ଼ି ଭିଡ଼ି ହେବା —To feel indisposed and uneasy before an attack of fever.
(ଯଥା—ମୋ ଦିହଟା ଆଜି କକର୍ଶ ହେଉଛି)