ଶବ୍ଦାର୍ଥ:

କକର୍ଶ ହେବା
ଉଚ୍ଚାରଣ: Kakarṡa hebā

ଦେ. କ୍ରି —

(ଦେହ) ଜ୍ବର ଆକ୍ରମଣ ପୂର୍ବରୁ ମୋଡ଼ି ଭିଡ଼ି ହେବା —To feel indisposed and uneasy before an attack of fever.

(ଯଥା—ମୋ ଦିହଟା ଆଜି କକର୍ଶ ହେଉଛି)