ଶବ୍ଦାର୍ଥ:

କକର୍ଥନା
ଉଚ୍ଚାରଣ: Kakarthanā

ଗ୍ରା. ବିଣ. (ସଂ. କଦର୍ଥନା) —

୧: ବ୍ୟାକୁଳ; ବିକଳ — ୧. Distracted.

୨: ଅତ୍ୟାଚାରିତ — ୨. Oppressed; tormented.

ଗ୍ରା. ବି —

୧: କଷ୍ଟ ଦେବା — ୧. Tormenting.

ତୀର୍ଥ ୟାତ୍ରା ନ କରିବ କାୟା କକର୍ଥନା ସାରଳାମହାଭାରତ

୨: ବ୍ୟାକୁଳତା — ୨. Distraction.

ପଣ୍ଡବ କେକୟ ଆମ୍ଭର ପରା ସେନା— ମାନଙ୍କୁ ୟୁଦ୍ଧେ ଦେଉଛନ୍ତି କକର୍ଥନା କୃଷ୍ଣସିଂହ, ମହାଭାରତ ଦ୍ରୋଣ

୩: ଅତ୍ୟାଚାର —୩. Oppression; tormenting.