ଶବ୍ଦାର୍ଥ:

କକରଥନା
ଉଚ୍ଚାରଣ: Kakarathanā

ଗ୍ରା. ବିଣ (ସଂ. କଦର୍ଥନା) —

ବ୍ୟାକୁଳ; ବିକଳ — Distracted.

ଗ୍ରା. ବି. —

ବ୍ୟାକୁଳତା; ୟନ୍ତ୍ରଣା; କଷ୍ଟ; ଦୁଃଖ — Distraction; anguish.