କକଡ଼ା
କକଡ଼ା —
ଉଚ୍ଚାରଣ: Kakaṟḍ̠ā
কাঁকড়া
केकड़ा
ଦେ. ବି. (ସଂ. କର୍କଟ) —
୧: କଙ୍କଡ଼ା (ଦେଖ) ୧. Kaṅkaṟḍ̠ā (See)
୨: କର୍କଟରାଶି — ୨. Name of a zodiac sign.
୩: ସୌରମାନ ଶ୍ରାବଣ ମାସ — ୩. The solar month of Ṡrābaṇa.
୪: ବେଣିମଞ୍ଜ (ଦେଖ) ୪. Beṇiman̄ja (See)