କକଟୀ
କକଟୀ —
ଉଚ୍ଚାରଣ: Karkaṭī
ସଂ. ବି. ସ୍ତ୍ରୀ. (କର୍କଟ+ସ୍ତ୍ରୀ. ଈ) —
୧: ମାଈ କଙ୍କଡ଼ା —୧. Female crab.
୨: କାକୁଡ଼ି ଫଳ — ୨. Cucumber; Cucumis Utilissimus.
୩: କଳସି; ଘଡ଼ି; ଲୋଟା; ଢାଳ — ୩. A small water jar or jug.
୪: ସର୍ପୀବିଶେଷ; କଟକଟିଆ ନାଗୁଣୀ — ୪. A kind of female serpent emitting a rattling sound.