ଶବ୍ଦାର୍ଥ:

କଏବାର
ଉଚ୍ଚାରଣ: Kaebāra

ଦେ. (ପ୍ରାଚୀନ ପଦ୍ୟ) ବି —

୧: ସ୍ତୁତିପାଠ; ଜେଜେକାର; ୟଶୋଗାନ —୧. Recital of praise; Eulogizing; panegyrics.

ଯାତ୍ରାବେଳେ କଏବାର କରନ୍ତିଟି ନାରୀ—ସାରଳା, ମହାଭାରତ, ବିରାଟ

୨: ସ୍ତୁତିପାଠକ; ଭାଟ — ୨. Herald; bard.