ଶବ୍ଦାର୍ଥ:

କଉଶିକୀ
ଉଚ୍ଚାରଣ: Kauṡikī

ଗ୍ରା. ପଦ୍ୟ. ବି. ସ୍ତ୍ରୀ (ସଂ. କୌଶିକୀ) —

ଗଙ୍ଗାର ଉତ୍ତରବାହିନୀ ଉପନଦୀ; ବିହାରର ନଦୀବିଶେଷ —A tributary of the Ganges; a river in Bihar.

ବିରସ ହୋଇଣ ରାଜା ବିଚାରି ମନରେ, ତପ ଆରମ୍ଭିଲା ଯାଇଁ କଉଶିକୀ ତୀରେ ବିଶ୍ବନାଥ, ବିଚିତ୍ରରାମାୟଣ