ଶବ୍ଦାର୍ଥ:

କଉଶିକ
ଉଚ୍ଚାରଣ: Kauṡika

ଗ୍ରା. (ପଦ୍ୟ) ବି (ସଂ. କୌଶିକ) —

୧: କୌଶିକ (ଦେଖ) — ୧. K&aline;&uline;ṡika (See)

(ବିଶ୍ବାମିତ୍ର ଅର୍ଥରେ) ବୋଲିଦେଲେ କଉଶିବକ ଯେ—ଭଞ୍ଜ, ବୈଦେହୀଶବିଳାସ

(ବିଶ୍ବାମିତ୍ର ଓ ପେଚକ ଅର୍ଥରେ) ବିଧିରେ ଉଦୟଗିରି ଉପର, ବିହାରବାରୀ କଉଶିକର ଭଞ୍ଜ ବୈଦେହ୍ବଶବିଳାସ

(ସାପୁଆକେଳା ଓ ଇନ୍ଦ୍ର ଅର୍ଥରେ) ଅହି ମକରଧ୍ଵଜ ନିଶ୍ଚେ ତହିଁ କି ସ୍ବରସତ କଉଶିକ, ସତ କଉଶିକ ଭୂତିଦାୟି ତ୍ରାହି ନାହିଁ କାମିନୀକରଙ୍କ ଭଞ୍ଜ, ପ୍ରେମସୁଧାନିଧି

୨: (ସଂ. କୌଶିକୀ)— ନଦୀବିଶେଷ — ୨. Name of a river.

ମଧ୍ଯେ କଉଶିକ ନଦୀ ବହେ ଉତ୍ତରବାହିନୀ ସାରଳା, ମହାଭାରତ