କଉଫାସିଆ
କଉଫାସିଆ —
ଉଚ୍ଚାରଣ: kauphāsiā
খলসে
খলসী
খলিসা
खलसा
ଦେ. ବି. —
କଉଜାତୀୟ ଛୋଟ ମାଛ — A small fish of the class of Anabas.
[ଦ୍ର—ଏମାନଙ୍କ ମୁହଁ ତଳେ ବାଳ ପରି ଦୁଇଟି ନିଶ ଥାଏ, କଉମାଛ ପରି ଏମାନଙ୍କ ଡ଼େଣାରେ କଣ୍ଟା ନ ଥାଏ ଲମ୍ବରେ ଏମାନେ ଛ ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି ଏମାନେ ମଶାଡ଼ିମ୍ବ ଓ କୀଟ ଅବସ୍ଥାରେ ଥିବା ମଶାଙ୍କୁ ଖାଇଯାନ୍ତି]