ଶବ୍ଦାର୍ଥ:
କଉପୀନ — ଉଚ୍ଚାରଣ: Kaupīna
ଗ୍ରା. (ପଦ୍ୟ) ବି. (ସଂ. କୌପୀନ) —
କଉପିନି (ଦେଖ) Kaupini (See)
ମେଖଳା କର୍ମ କଉପୀନ ଦଣ୍ଡ଼କମଣ୍ଡ଼ଳୁ ଧାରଣ ଜଗନ୍ନାଥ, ଭାଗବତ