ଶବ୍ଦାର୍ଥ:

କଉପ
ଉଚ୍ଚାରଣ: kaupa

ଦେ. (ପ୍ରାଚୀନ ପଦ୍ୟ) (ସଂ. କୌଶେୟ?) ବି. —

କ୍ଷୁଦ୍ର ଶୀତବସ୍ତ୍ର— ବିଶେଷ —A kind of warm dress.

କଉଶେୟ କଉପ ଅଙ୍ଗେ ଦେଇ କମନୀୟ ଶିରତ୍ରାଣ ଲଗାଇ ଦୀନକୃଷ୍ଣ, ରସକଲ୍ଲୋଳ