ଶବ୍ଦାର୍ଥ:
କଉତୁକା — ଉଚ୍ଚାରଣ: kautukā
ଗ୍ରା. (ପଦ୍ୟ) ବିଣ. (ସିଂ. କୌତୁକ) —
ସୁନ୍ଦର; ମନୋହର — Beautiful; charming.
କୃଷ୍ଣର ପାଦପଦ୍ମ ରେଖା ତେଣୁ ଏ ଦିଶେ କଉତୁକା ଜଗନ୍ନାଥ, ଭାଗବତ