ଶବ୍ଦାର୍ଥ:

କଉତୁକ
ଉଚ୍ଚାରଣ: kautuka

ଗ୍ରା. (ପଦ୍ୟ) ବି. (ସଂ. କୌତୁକ) —

କୌତୁକ (ଦେଖ) K&aline;&uline;tuka (See)

ଦ୍ରୌପଦୀ ପାଶେ ୟୁଧିଷ୍ଠିର ବସିଥିଲେ ହାସ୍ୟରସ କଉତୁକ କରୁଥିଲେ କୃଷ୍ଣସିଂହ ମହାଭାରତ, ଆଦି