ଶବ୍ଦାର୍ଥ:

କଉଡ଼ି ପତର
ଉଚ୍ଚାରଣ: Kauṟḍ̠i patara

ଗ୍ରା. ବି. (ନିରର୍ଥକ ଦ୍ବିତୀୟ ସହଚର) —

ପଇସାପତ୍ର; ଟଙ୍କାଟୋକର; ଧନ — Riches; cash; money.