କଉଡ଼ିଭାଗିଆ
କଉଡ଼ିଭାଗିଆ —
ଉଚ୍ଚାରଣ: Kauṟḍ̠ibhāgiā
ଦେ. ବି —
କେଉଟ ଆଦି ହାଟୁଆ ଜାତିଙ୍କ ବେହେରାଠାରୁ ଚିଠି ନେଇ ଜାତିଭାଇଙ୍କ ମଧ୍ୟରେ ଫେରାଇ ଜାତି— ସମ୍ବନ୍ଧୀୟ ଖବର ସେମାନଙ୍କୁ ଜଣାଇ ଦେଉଥିବା ବ୍ୟକ୍ତି — A carrier of letters regarding caste matters amongst the Hāṭuā Ṡūdras.