କଉଡ଼ିକାମ
କଉଡ଼ିକାମ —
ଉଚ୍ଚାରଣ: Kauṟḍ̠ikāma
ଦେ. ବି. —
କଉଡ଼ି ଦ୍ବାରା ସୂତାରେ ତିଆରି ହୋଇଥିବା ମାଳ, ମାଣ, ଗଉଣୀ ଆଦି — Wicker work overlaid with shells; Necklace strung with shells.
[ଦ୍ର—କଉଡ଼ି ପେଟରେ ସୂତା ଗଳାଇ ଦର୍ପଣ, ମାଣ, ଗଉଣୀ, ବିଞ୍ଚଣା ଆଦିର ଉପରେ ନାନା ପ୍ରକାର କାରୁକାର୍ଯ୍ୟ କରାଯାଏ]