ଶବ୍ଦାର୍ଥ:

କଉଡ଼ିଆ
ଉଚ୍ଚାରଣ: Kauṟḍ̠iā

ଦେ. ବିଣ. (ସଂ. କପର୍ଦ୍ଦ) —

୧: ମୂଲ୍ୟବାନ; ଦାମୀ (ପଦାର୍ଥ) — ୧. Valuable.

୨: ଧନୀ; ଧନବାନ୍ —୨. Rich.

୩: କଉଡ଼ି ପରି ଟାଣୁଆ ଓ ଗୋଟାଳିଆ — ୩. Hard as shell.

(ଯଥା—ଅଟା ବା ଚାଉଳଚୂନାକୁ ପାଣିରେ ପକାଇ ନ ଗୋଳିଲେ କିମ୍ବା ଚୁଲିରେ ବସାଇ ଘାଣ୍ଟିଲେ ତାହା କଉଡ଼ିଆ ହୋଇଯାଏ; ଅର୍ଥାତ ଗୋଟାଗୋଟା ଟାଣୁଆ ଗୁଳାମାନ ଧରିଯାଏ)

ପ୍ରାଦେ. (ସମ୍ବଲପୁର) ବି —

୧: ପେଡ଼ିପେଡ଼ିକା (ଦେଖ) ୧. Peṟḍ̠ipeṟḍ̠ikā (See)

ପ୍ରାଦେ. (ବାଲେଶ୍ବର) ବି —

୨: ଯେଉଁ ଜମି ଭାଗ ଦିଆ ନ ଯାଇ କେବଳ ଖଜଣା ପାଇଁ ରଇତକୁ ଲଗାଯାଏ — ୨. (land) Let out on cash-rent.