ଶବ୍ଦାର୍ଥ:

କଇରୀ
ଉଚ୍ଚାରଣ: Kairī

ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ —

କଇରାର ସ୍ତ୍ରୀଲିଙ୍ଗ — Feminine of Kairā

ଦେ. ବି. —

ଧାନ ଆଦି ରଖିବା ପାଇଁ ବାଉଁଶ କିମ୍ବା ବେତବୁଣା ବଡ଼ ଓ ଗଭୀର ଆଧାର; କୋଡ଼ମେଇ — A large receptacle of cane or bamboo wicker-work for storing grain.