ଶବ୍ଦାର୍ଥ:
କଇରାତ — ଉଚ୍ଚାରଣ: Kairāta
ଗ୍ରା ପଦ୍ୟ. ବି. (ସଂ. କିରାତ) —
କିରାତ (ଦେଖ) Kirāta (See)
କଇରାତ ମଧୁ କରିଣ ମୁଖେ ପାନ ରଙ୍ଗ କରିଦେଲେଟି ତାଙ୍କର ନୟନ କୃଷ୍ଣସିଂହ ମହାଭାରତ, ଦ୍ରୋଣ