ଶବ୍ଦାର୍ଥ:

କଇରାତ
ଉଚ୍ଚାରଣ: Kairāta

ଗ୍ରା ପଦ୍ୟ. ବି. (ସଂ. କିରାତ) —

କିରାତ (ଦେଖ) Kirāta (See)

କଇରାତ ମଧୁ କରିଣ ମୁଖେ ପାନ ରଙ୍ଗ କରିଦେଲେଟି ତାଙ୍କର ନୟନ କୃଷ୍ଣସିଂହ ମହାଭାରତ, ଦ୍ରୋଣ