ଶବ୍ଦାର୍ଥ:

କଇଫିଅତି
ଉଚ୍ଚାରଣ: Kaiphiati

ବୈଦେ. ବି. (ଆ. କୈଫିୟତ୍) —

କଇଫତ୍ (ଦେଖ) Kaiphat (See)

ବୈଦେ. ବିଣ. (ଆ) —

ୟାହା ସମ୍ବନ୍ଧେ କୈଫିୟତ ଦେବାକୁ ପଡ଼େ — Requiring explanation.

(ଯଥା—ୟେଉଁ ମକଦ୍ଦମାମାନ ଦାଏର ହେବା ସମୟରୁ ଏକ ବର୍ଷ ମଧ୍ୟରେ ଫଏସଲ୍ ନ ହୁଏ ସେଗୁଡ଼ିକ କଇଫିଅତି ମକଦ୍ଦମା)