ଶବ୍ଦାର୍ଥ:

କଇଦି ପାଇବା
ଉଚ୍ଚାରଣ: Kaidi pāibā
কএদপাওয়া कैदपाना

ଦେ. କ୍ରି —

୧: କାରାବାସ ଦଣ୍ଡ ପାଇବା — ୧. To be imprisoned.

୨: କାରାବାସ ଦଣ୍ଡାଜ୍ଞା ପାଇବା — ୨. To be sentenced to imprisonment.