ଶବ୍ଦାର୍ଥ:

କଇଦି ଦେବା
ଉଚ୍ଚାରଣ: Kaidi debā
কএদেওয়া कैददेना

ଦେ. କ୍ରି —

୧: କଇଦି କରିବା — ୧. To imprison.

୨: କୌଣସି ବ୍ୟକ୍ତିକୁ କାରାବାସ ଦଣ୍ଡ ଆଦେଶ କରିବା —To order imprisonment as a punishment.