ଶବ୍ଦାର୍ଥ:

କଇଦି କରିବା
ଉଚ୍ଚାରଣ: Kaidi karibā
কএদকরা कैदकरना

ଦେ. କ୍ରି —

କୌଣସି ବ୍ୟକ୍ତିକୁ କାରାରୁଦ୍ଧ କରି ରଖିବା — To imprison a person.