କଇଦି
କଇଦି —
ଉଚ୍ଚାରଣ: Kaidi
কএদ; কএদি
कैद
ବୈଦେ. ବି (ଆ. କୟଦ୍; ତୁଳ—ସଂ. କାରାବନ୍ଧନ) —
୧: ଜେଲ୍ଖାନା; ବନ୍ଦିଶାଳା —୧. Prison; jail.
୨: ଜେଲ୍ଖାନାରେ ବନ୍ଦୀ ହୋଇଥିବା ବ୍ୟକ୍ତି — ୨. Prisoner.
୩: କାରାବନ୍ଧନ; ଜେଲରେ ବନ୍ଦୀ ହେବା — ୩. Imprisonment; confinement.
୪: ଅବରୋଧ; ଅଟକ — Restraint.
ଦେ. ବିଣ —
କାରାରୁଦ୍ଧ ବା ଜେଲଖାନାରେ ବନ୍ଦୀ ହୋଇଥିବା — Imprisoned.