କଇଥା
କଇଥା —
ଉଚ୍ଚାରଣ: Kaithā
ଦେ. ବିଣ. (ସଂ. କପିତ୍ଥ) —
୧: ଉତ୍ତମ ରୂପେ ସିଝି ନ ଥିବା ୟୋଗୁଁ କଇଥ ପରି ଟାଣ ହୋଇଥିବା; ଦରସିଝା (ବାଇଗଣ) — ୧. Hard boiled; not well boiled (vegetables)
୨: ଉତ୍ତମରୂପେ ପାଚି ନ ଥିବାରୁ ଗଣ୍ଡପୂଜା ହୋଇ କଇଥ ପରି ହାତକୁ ଟାଣୁଆ ଲାଗୁଥିବା (ବଥ ଆଦି) — ୨. Not well ripe (boil); hardened.