ଶବ୍ଦାର୍ଥ:

କଇଥା
ଉଚ୍ଚାରଣ: Kaithā

ଦେ. ବିଣ. (ସଂ. କପିତ୍ଥ) —

୧: ଉତ୍ତମ ରୂପେ ସିଝି ନ ଥିବା ୟୋଗୁଁ କଇଥ ପରି ଟାଣ ହୋଇଥିବା; ଦରସିଝା (ବାଇଗଣ) — ୧. Hard boiled; not well boiled (vegetables)

୨: ଉତ୍ତମରୂପେ ପାଚି ନ ଥିବାରୁ ଗଣ୍ଡପୂଜା ହୋଇ କଇଥ ପରି ହାତକୁ ଟାଣୁଆ ଲାଗୁଥିବା (ବଥ ଆଦି) — ୨. Not well ripe (boil); hardened.