ଶବ୍ଦାର୍ଥ:
କଇକେୟୀ — ଉଚ୍ଚାରଣ: Kaikeyī
ଗ୍ରା. ପଦ୍ୟ. ବି. ସ୍ତ୍ରୀ (ନାମ)
ଦଶରଥଙ୍କ ମଧ୍ୟମା ରାଣୀ — The second queen of king Daṡaratha.
ମନ୍ଥରାରୂପେ କଇକେୟୀଙ୍କ ପଟରେ, ରହିଲା ହିତ କରିବାକୁ କପଟରେ କୃଷ୍ଣସିଂହ. ମହାଭାରତ