କଇକେୟୀ

(କଇକେଯୀରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କଇକେୟୀ
ଉଚ୍ଚାରଣ: Kaikeyī

ଗ୍ରା. ପଦ୍ୟ. ବି. ସ୍ତ୍ରୀ (ନାମ)

ଦଶରଥଙ୍କ ମଧ୍ୟମା ରାଣୀ — The second queen of king Daṡaratha.

ମନ୍ଥରାରୂପେ କଇକେୟୀଙ୍କ ପଟରେ, ରହିଲା ହିତ କରିବାକୁ କପଟରେ କୃଷ୍ଣସିଂହ. ମହାଭାରତ