ଶବ୍ଦାର୍ଥ:

କଇଁଚିକାକୁଡ଼ି
ଉଚ୍ଚାରଣ: Kaiñchikākuṟḍ̠i
তেলাকুঁচা कन्दुरी; कुन्दर ସଂ. ବିମ୍ବଫଳ; ବିମ୍ବା;

ରକ୍ତଫଳା; ତୁମ୍ବି; ତୁଣ୍ଡି—

କେରୀ; ବିମ୍ବିକା; ଓଷ୍ଠୋପମ—

ଫଳା; ପୀଲୁପର୍ଣ୍ଣୀ; ବିମ୍ବୀ

ଦେ. ବି. (ସଂ. କାକଚିଞ୍ଚା=କାଇଁଚ+କର୍କଟୀ;ଏହାର ପାଚିଲା ଫଳ କାଇଁଚପରି ଲାଲ୍ ହେଉ ଥିବାରୁ) —

ବନ୍ୟଲତା ଓ ତାହାର ଫଳ; ବିମ୍ବଫଳ —Coccinea Indica; Cephalandra Indica; Wild Liquorice; Abrus Protection.

[ଦ୍ର—ଏହି ସ୍ତ୍ରୀଜାତୀୟ ଲତାର ନାମ କଇଁଚିକାକୁଡ଼ି ଓ ପୁଂ ଲତାର ନାମ ଗୋରୁଖିଆ ଲତା; ଏହା କୁଷ୍ମାଣ୍ଡାଦିବର୍ଗର ପ୍ରତାନୀ; ଫୁଲ ଧଳା; ଫଳ ପୋଟଳପରି ଓ ପାଚିଲେ ତୋପା ନାଲି ହୁଏ ପାଚିଲା ଫଳ ସଙ୍ଗେ କବିମାନେ ସ୍ତ୍ରୀମାନଙ୍କ ଓଷ୍ଠକୁ ତୁଳନା କରନ୍ତି]