ଶବ୍ଦାର୍ଥ:
କଇଁଚିଆ — ଉଚ୍ଚାରଣ: Kaiñchiā
ଦେ. ବିଣ. (ସଂ. କଚ୍ଛପିକା) —
କଇଁଚ ପରି ଆକୃତିବିଶିଷ୍ଟ — Shaped like a tortoise.
ଦେ. ବି. —
ଉଦର ମଧ୍ୟରେ ଆବୁ ହୋଇ ଉଦରକୁ କଇଁଚ ପରି ଫୁଲାଇ ଦେବା ରୋଗବିଶେଷ —A disease causng swelling of the abdomen; abdominal tumour.