ଶବ୍ଦାର୍ଥ:

କଇଁଚ
ଉଚ୍ଚାରଣ: Kaiñcha
কাছিম कच्छम; कछुआ ସଂ. କଚ୍ଛପ, ଗୂଢ଼ପାତ୍;

କୂର୍ମ; କମଠ;ଦୃଢ଼ପୃଷ୍ଠକ

ଫା. ସଙ୍ଗପୁସ୍ତ୍

ଦେ. ବି. (ସଂ. କଚ୍ଛପ) —

କଚ୍ଛପ; କୂର୍ମ; ଖୋଳଥିବା ଏକପ୍ରକାର ଚତୁଷ୍ପଦ ଜଳଚର ପ୍ରାଣୀ —Tortoise; turtle.

[ଦ୍ର—ଏହା ଗୋଲାକାର ଓ ଚେପ୍ଟା; ଏ ଇଚ୍ଛା ଅନୁସାରେ ଚାରି ଗୋଡ଼କୁ ଓ ମୁଣ୍ଡକୁ ଖୋଳ ଭିତରକୁ ଟାଣି ନିଏ ଏହାର ପିଠିର ଖୋଳ କୁଜା ଓ ଖୁବ୍ ଟାଣୁଆ; ଖୋଳରେ ଟୋପିଟୋପି ଦାଗ ଥାଏ ଖୋଳର ପଛଆଡ଼ କୋଣବିଶିଷ୍ଟ ବଡ଼ କଇଁଚକୁ 'କୁରୁମ' ବୋଲା— ୟାଏ ଏହାର ମାଂସ ଓ ଡିମ୍ବ ବଳବର୍ଦ୍ଧକ, ପୁଂସ୍ତ୍ବକାରକ ଓ ବାୟୁ— ପିତ୍ତନାଶକ ଛୋଟ ବଡ଼ ବହୁତ ପ୍ରକାରର କଇଁଚ ଅଛନ୍ତି କଇଁଚ ଜଳଚର, କିନ୍ତୁ ଏକ ଜାତୀୟ କଇଁଚ ସ୍ଥଳଚର ପୁରୀ ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ, ୟମୁନା ନଦୀରେ, ମଥୁରା, ବୃନ୍ଦାବନ, ଆଲ୍ଲାହାବାଦ ଆଦିରେ ବଡ଼ ବଡ଼ କଇଁଚ ବହୁତ ଦେଖା ୟାଆନ୍ତି]