କଇଁଆଁ
କଇଁଆଁ —
ଉଚ୍ଚାରଣ: Kaiñāñ
ଦେ. ବି. (ତା. 'ପୁଲିକାଇ' ଶବ୍ଦରୁ ପୁଲି ଲୋପ ହୋଇ କଇଁଆଁ ହୋଇଅଛି) —
୧: ଅପକ୍ବ ତେନ୍ତୁଳି ଫଳ — ୧. Unripe tamarind fruit.
କଇଆଁ ଫାଟ ମୋ ଗୋଡ଼ ନ ଫାଟ ଶିଶୁଗୀତ
୨: ତିନ୍ତୁଳି (ଦେଖ) —୨. Tintuḻi (See)
୩: ମଇର ଶେଷ ଫଳିର ଦୁଇ ମୁଣ୍ଡରେ ଦିଆୟାଇଥିବା ଖିଲା (ଏହି ଖିଲରେ ଦଉଡ଼ି ବନ୍ଧା ୟାଇ ୟୁଆଳିର ଦୁଇମୁଣ୍ଡରେ ଲଗା ହୁଏ ଓ ବଳଦ ମଇକୁ ଟାଣନ୍ତି) —୩. Wooden pins attached to the cross-bars at the end of a mai or ladder used for levelling a ploughed or puddled field.