ଶବ୍ଦାର୍ଥ:

କଅଁଳେଇ
ଉଚ୍ଚାରଣ: Kaañḻei
কোমলকরে मुलायम

ଦେ. କ୍ରି. ବିଣ —

କୋମଳ ବଚନ ଦ୍ବାରା ମନ ରଞ୍ଜାଇ — Pleasing one's mind with soft words.

ତାହାକୁ ୟଦି ଦି ପଦ କଅଁଳେଇ କହି ଦେଇଅଛି, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉ ଥିବା ଫକୀରମୋହନ. ଛମାଣଆଠଗୁଣ୍ଠ