ଶବ୍ଦାର୍ଥ:
କଅଁଳେଇ — ଉଚ୍ଚାରଣ: Kaañḻei কোমলকরে मुलायम
ଦେ. କ୍ରି. ବିଣ —
କୋମଳ ବଚନ ଦ୍ବାରା ମନ ରଞ୍ଜାଇ — Pleasing one's mind with soft words.
ତାହାକୁ ୟଦି ଦି ପଦ କଅଁଳେଇ କହି ଦେଇଅଛି, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉ ଥିବା ଫକୀରମୋହନ. ଛମାଣଆଠଗୁଣ୍ଠ