ଶବ୍ଦାର୍ଥ:

କଅଁଳିବା
ଉଚ୍ଚାରଣ: Kaañḻibā
গজা कल्ला निकलना

उगना

ଦେ. କ୍ରି. (ସଂ କୋମଳ; ନାମ ଧାତୁ) —

୧: (ଗଛ ଆଦି) ନୂଆ ପତ୍ର ବା କଢ଼ା ପକାଇବା — ୧. To bring forth tender leaves.

କଅଁଳୁ ଅଛି ହାଣି ପକାଇଲେ ଶାଖୀ କୃଷ୍ଣସିଂହ, ମହାଭାରତ, ଉଦ୍ୟୋଗ

୨: ଦେହର କଟି ୟାଇଥିବା ଅଙ୍ଗ ପୁଣି ନୂଆ ହୋଇ ଅଙ୍କୁରିତ ହେବା —୨. (a limb) To grow up after it is cut.

ମୋ ବୋଲେ ପୂର୍ବ ପରି କଅଁଳୁ ତୋ ମୁଣ୍ଡ କୃଷ୍ଣସିଂହ, ମହାଭାରତ ବନ

୩: ଗଜୁରିବା; ଅଙ୍କୁରିବା —୩. To sprout up.

ଲିଖିତ ତର୍ପଣକୁ ସାରି ଶଙ୍ଖ ପାଣେ କହିଲେ କଅଁଳିଆ ହସ୍ତ ଦୁଇ ତୋଷେ କୃଷ୍ଣସିଂହ, ମହାଭାରତ, ଶାନ୍ତି