କଅଁଳିବା
କଅଁଳିବା —
ଉଚ୍ଚାରଣ: Kaañḻibā
গজা
कल्ला निकलना
उगना
ଦେ. କ୍ରି. (ସଂ କୋମଳ; ନାମ ଧାତୁ) —
୧: (ଗଛ ଆଦି) ନୂଆ ପତ୍ର ବା କଢ଼ା ପକାଇବା — ୧. To bring forth tender leaves.
କଅଁଳୁ ଅଛି ହାଣି ପକାଇଲେ ଶାଖୀ କୃଷ୍ଣସିଂହ, ମହାଭାରତ, ଉଦ୍ୟୋଗ
୨: ଦେହର କଟି ୟାଇଥିବା ଅଙ୍ଗ ପୁଣି ନୂଆ ହୋଇ ଅଙ୍କୁରିତ ହେବା —୨. (a limb) To grow up after it is cut.
ମୋ ବୋଲେ ପୂର୍ବ ପରି କଅଁଳୁ ତୋ ମୁଣ୍ଡ କୃଷ୍ଣସିଂହ, ମହାଭାରତ ବନ
୩: ଗଜୁରିବା; ଅଙ୍କୁରିବା —୩. To sprout up.
ଲିଖିତ ତର୍ପଣକୁ ସାରି ଶଙ୍ଖ ପାଣେ କହିଲେ କଅଁଳିଆ ହସ୍ତ ଦୁଇ ତୋଷେ କୃଷ୍ଣସିଂହ, ମହାଭାରତ, ଶାନ୍ତି