ଶବ୍ଦାର୍ଥ:

କଅଁଳା ବାଛୁରୀ
ଉଚ୍ଚାରଣ: Kaañḻā bāchhurī
কইলাবাছুর बत्र्प्रा बछड़ा

ଦେ. ବି. (ସଂ. କୋମଳ+ବତ୍ସତରୀ) —

ଅଳ୍ପ ଦିନ ହେଲା ଜନ୍ମିଥିବା ବାଛୁରୀ; ଶିଶୁ ବତ୍ସତରୀ — Baby calf.