ଶବ୍ଦାର୍ଥ:

କଅଁଳାଇବା
ଉଚ୍ଚାରଣ: Kaañḻāibā

ପ୍ରାଦେ. (ବାଲେଶ୍ବର ଓ ସିଂହଭୂମ)—କ୍ରି. (ସଂ. କୋମଳ) —

(ଗାଈ) ନୂଆ ବାଛୁରୀ ଜନ୍ମ କରିବା — (cow) To give birth to a calf.

ଦେ. କ୍ରି. —

୧: କଅଁଳାଇ କହିବା — ୧. To speak soft or flattering words.

୨: କଅଁଳିବାର ଣିଜନ୍ତରୂପ — ୨. The causative form of Kaañḻibā.

ଜୀବନ୍ୟାସ ଲଭି ଉଲ୍ଲାସେ ଉଠିବ ଶୁଷ୍କତରୁ କଅଁଳାଇ— ରାଧାନାଥ, ୟୟାତି