ଶବ୍ଦାର୍ଥ:

କଅଁଳଖରା
ଉଚ୍ଚାରଣ: Kaañḻakharā
সকালের রোদ धीमाधूप

ଦେ. ବି. (ସଂ. କୋମଳ+ଖରକର) —

ବାଳସୂର୍ଯ୍ୟଙ୍କ କିରଣ —The first rays of the rising sun.