ଶବ୍ଦାର୍ଥ:
କଅଁଳକହୀ — ଉଚ୍ଚାରଣ: Kaañḻakahī
(କଅଁଳକୁହା—ପୁଂ)
ଦେ. ବିଣ. ସ୍ତ୍ରୀ. (ସଂ. କୋମଳ+କଥ୍ ଧାତୁ) —
କଅଁଳକୁହାର ସ୍ତ୍ରୀଲିଙ୍ଗ — Feminine of kaañḻakuhā.
କଅଁଳକହୀ ରାଧା, ଘରକୁ ଗଲେ କଥା ନ କହନ୍ତି ବାଟରେ ବଡ଼ ଶରଧା ଢଗ