ଶବ୍ଦାର୍ଥ:
କଅଁଲ ପାଇବା — ଉଚ୍ଚାରଣ: Kaañl pāibā
ପ୍ରାଦେ. (ସମ୍ବଲପୁର) କ୍ରି —
(କୌଣସି ବ୍ୟକ୍ତିକୁ) ଶକ୍ତିହୀନ ବା ଦୁର୍ବଳ ବୋଲି ମନେ କରିବା — To consider (some one) weak or powerless.