ଶବ୍ଦାର୍ଥ:
କଅଁଲା ଚାନ୍ଦ — ଉଚ୍ଚାରଣ: Kaañḻā chānda
ଦେ. ବି. (ସଂ. କୋମଳ+ଚନ୍ଦ୍ର) —
୧: ନୂଆ ହୋଇ ଉଇଁ ଆସୁଥିବା ପୂର୍ଣ୍ଣଚନ୍ଦ୍ର — ୧. Newly risen full-moon.
୨: ଅମାବାସ୍ୟା ପରେ ପାକିଆ ପରି ଦେଖା ଯାଉଥିବା ଚନ୍ଦ୍ର — ୨. New-moon.