ଶବ୍ଦାର୍ଥ:

କଅଁଣ ନାଁ
ଉଚ୍ଚାରଣ: Kaañṇa nāñ

কি 
कवा  

ଦେ. ଅ. —

୧: ଅନ୍ୟପକ୍ଷରେ — ୧. On the other hand.

୨: (ଏହି) ଉଦ୍ଦେଶ୍ୟରେ — ୨. With a view to.

୩: ଏହିକି —୩. To the effect that.

(ଯଥା—ମୁଁ ତାଙ୍କୁ ଦେଖିବାକୁ ୟାଇ ସେଠାରେ ପହଞ୍ଚି ଦେଖିଲା ବେଳକୁ, କଅଁଣ ନାଁ ସେ ଚାଲିଗଲେଣି)

୪: ପରିବର୍ତ୍ତରେ — ୪. Instead of.