ଶବ୍ଦାର୍ଥ:

କଂସାଳ
ଉଚ୍ଚାରଣ: Kaṁsāḻa

ଦେ. ବି. —

କଂସାରେ ତିଆରି ଝାଞ୍ଜ; କୁବୁଜି — Cymbals.

ତାଳ କଂସାର ଯନ୍ତ୍ର ବାଇ—ନୀଳାଦ୍ରିମହୋଦୟ