ଶବ୍ଦାର୍ଥ:
କଂସାବତୀ — ଉଚ୍ଚାରଣ: Kaṁsābatī
ସଂ. ବି. (ନାମ) —
୧: କଂସର ଭଉଣୀ; ଦେବଶ୍ରବାର, ଭାର୍ୟ୍ଯା — ୧. The sister of Kaṁsa and the wife of Debaṡrabā.
୨: ବାଲେଶ୍ବର ଜିଲ୍ଲାର କାଂସବାଂସ ନଦୀ — ୨. The river Kaṁsabāṁsa in the Balasore district.