ଶବ୍ଦାର୍ଥ:
କଂସାଥାଳି — ଉଚ୍ଚାରଣ: Kaṁsāthāḻi
ଦେ. ବି. (ସଂ. କଂସ+ସ୍ଥାଳୀ) —
କଂସାଧାତୁନିର୍ମିତ ବଡ଼ ଚଟକା ବାସନ — A tray of bellmetal.