ଶବ୍ଦାର୍ଥ:
କଂସା — ଉଚ୍ଚାରଣ: Kaṁsā কাঁসা
ଦେ. ବି. (ସଂ. କଂଶ) —
୧: ତମ୍ବା ଓ ରଙ୍ଗ ବା ଦସ୍ତାମିଶ୍ରିତ ଧାତୁ — ୧. Bell-metal.
विदरो, काँसा
୨: କଂସା ଧାତୁରେ ତିଆରି ବଡ଼ ପାତ୍ର; ବେଲା — ୨. A big pot made of bellmetal.
୩: ପରିମାଣ ପାତ୍ରବିଶେଷ; ଅଢ଼ା — ୩. A measure.