ଶବ୍ଦାର୍ଥ:

କଂଶବଣିକ
ଉଚ୍ଚାରଣ: Kaṁṡabaṇik

ସଂ. ବି. ( ୬: ଷ୍ଠୀ ତତ୍; କଂଶ+ବଣିକ) —

୧: କଂଶକାର; କଂଶାରୀ —୧. A brazier.

୨: ଯେ କଂଶା ବାସନ ବେପାର କରେ — ୨. A trader in bellmetal.